mobile header

ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା: ଭଞ୍ଜନଗର MI ସହାକାରୀ ଯନ୍ତ୍ରୀଙ୍କ ଘରୁ ରେଡ୍‌ ବେଳେ ମିଳିଲା ନଗଦ ୨ କୋଟି ଟଙ୍କା

୨ କୋଟିର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭିଜିଲାନ୍ସ ଅଧିକାରୀ । ଯନ୍ତ୍ରୀଙ୍କ ଘରୁ ଭିଜିଲାନ୍ସ ଜବତ କଲା ନଗଦ ୨ କୋଟି ଟଙ୍କା । ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ଜବତ ହେଲା ଟଙ୍କା । ଭୁବନେଶ୍ୱରସ୍ଥିତ ଘରୁ ସର୍ଚ୍ଚ ସମୟରେ ମିଳିଲା ନଗଦ ଟଙ୍କା । ନଗଦ ମିଳିଥିବା ଟଙ୍କା ଭିଜିଲାନ୍ସ ଇତିହାସରେ ରେକର୍ଡ ।

Leave A Reply

Your email address will not be published.