ଓଡିଶା By K Parida Last updated Apr 29, 2022 0 ମାଗଣା ସେବା ପାଇବାକୁ ଗରିବ ରୋଗୀଟିଏ ବି ଧାଇଁ ଆସୁଛି ରାଜ୍ୟର ବଡ଼ ବଡ଼ ଡାକ୍ତରଖାନାକୁ। ହେଲେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ, ମୁଣ୍ଡଫଟା ଖରାରେ ଦିନ ଦିନ ଧରି ଶହ ଶହ ରୋଗୀ ଓ ସେମାନଙ୍କ ସପର୍କୀୟ ଯେମିତି ପଡ଼ି ରହିଛନ୍ତି, ଯନ୍ତ୍ରଣା ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି। 0 Share