mobile header

ଆମେ ଚାଷରୁ ବିଚ୍ଛିନ୍ନ ହେଇଯାଉଛୁ

ଆଜି ତା୪-୦୫-୨୦୨୨ ରିଖ ଶନିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ସୁରମଣି ପ୍ରଧାନ ଙ୍କୁ ଅସ୍ତାଇ ସଭାପତି ରଖି ଦେବଦତ୍ତ ସାଗର ସଭା ପରିଚାଳନା କରିଥିଲେ ଉକ୍ତ ବୈଠକ ରେ ନିଷ୍ପତି ନିଆଗଲା ଯେ ପୁରୁଣlପାଣି ରୁ ଖଇରମାଳ କୁ ଯାଇଥିବା ରାସ୍ତା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ତିଆରି ହେଉଥିବା ରେଲୱେ ଲାଇନ୍ ରେ ଯାଇ ବିଚ୍ଛିନ୍ନ ହୋଇଯାଉଛି ଓ ଆମର ଚାଷଜମି ଯେହେତୁ ରେଲୱେ ଲାଇନ୍ ର ଅପର ପାର୍ଶ୍ୱରେ ରହିଥିବାରୁ ଆମେ ଚାଷରୁ ମଧ୍ୟ ବିଚ୍ଛିନ୍ନ ହେଇଯାଉଛୁଏଣୁ ବାରମ୍ବାର ରେଲୱେ ଲାଇନ୍ ର ଠିକାଦାର ଓ ପ୍ରଶାସନ କୁ କହି କହି ଥକିଗଲୁଣି ତେଣୁ ଗତ ତା ୨-୦୫-୨୦୨୨ ରିଖ ଗୁରୁବାର ଦିନ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଆଗାମି ୧୦ଦିନ ମଧ୍ୟରେ ରାସ୍ତା କାମ ନକଲେ ଜିଲ୍ଲାପାଳ ଅଫିସ ଆଗରେ ଆମରଣ ଅନଶନରେ ବସିବୁ ସଭାରେ ନିଧି ସାହୁ, ନରେଶ ପାତ୍ର, ଦିଲ୍ଲୀପ ଦେହୁରୀ, ଶମ୍ଭୁ ଜାଲ, ଟେଙ୍ଗୁନୁ ମଲ୍ଲିକ, ବେଣୁଧର ସାହୁ ,ପଦାର୍ଥ ବେହେରା , ଶତାଧିକ ଲୋକ ଉପସ୍ଥିତ ଥିଲେ

Leave A Reply

Your email address will not be published.