mobile header

ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ

ବିଜ୍ଞାପିତ ଅଞ୍ଚଳ ପରିଷଦ,ଦଶପଲ୍ଲା ପାର୍କ ଠାରେ ୭୩ତମ ବନ ମହୋତ୍ସବ -୨୦୨୨ ଉପଲକ୍ଷେ (ସବୁଜ ମହାନଦୀ ମିଶନ) ଆନୁକୂଲ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ୨୦୦୦ ବୃକ୍ଷ ରୋପଣ କରାଯାଇଥିଲା l ଏଥିରେ ଦଶପଲ୍ଲା ବ୍ଲକ ର ଅଧ୍ୟକ୍ଷା ସୁନନ୍ଦା ସାହୁ ,EO, NAC ଦଶପଲ୍ଲା, NAC ଦଶପଲ୍ଲା ର ଅଧ୍ୟକ୍ଷା ଏବଂ ସମସ୍ତ କାଉନସିଲର ଙ୍କ ସମେତ ବିଭିନ୍ନ ବନ ବିଭାଗ ର ଅଧିକାରୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ !!

Leave A Reply

Your email address will not be published.