ବିବାଦ ପରେ ବିଜ୍ଞାପନରୁ ବିଦା ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୁନା ଅଳଙ୍କାର ବିଜ୍ଞାପନରୁ ପ୍ରକୃତିଙ୍କୁ ବାଦ ଦେଇଛି କମ୍ପାନୀ । ରାସ୍ତାରେ ଲାଗିଥିବା ବିଜ୍ଞାପନର ହୋଡିଂ ମଧ୍ୟ କାଢ଼ିଦେଇଛି କମ୍ପାନୀ । କିଛି ଦିନ ହେବ ବାବୁସାନ, ପ୍ରକୃତିଙ୍କୁ ନେଇ ଯେଉଁ ପାରିବାରିକ ବିବାଦ ଲାଗି ରହିଥିଲା । ଏହାକୁ ଦେଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ରଥଯାତ୍ରା ପୂର୍ବରୁ ଏହି ବିଜ୍ଞାପନରେ ପ୍ରକୃତି ନଜର ଆସିଥିଲେ । ହେଲେ ପ୍ରକୃତିକୁ ନେଇ ବିବା ବଢ଼ୁଥିବା ବେଳେ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି ।
Sign in
Sign in
Recover your password.
A password will be e-mailed to you.