୭ ମାସର ଶିଶୁ ପୁତ୍ର ନରତମ୍ କୁ ରକ୍ତ ଦେଇ ଜୀବନ ବଞ୍ଚେଇଲେ ସମାଜସେବୀ କେ.ରାହୁଲ

ମାଲକାନଗିରି ବ୍ଲକ ସେରପାଲ୍ଲୀ ପାଣ୍ଡ୍ରିପାଣି ର ଦଶରଥ ଡୁରୁକାଙ୍କ ୭ ମାସର ଶିଶୁ ପୁତ୍ର ନରତମ୍ ସିକ୍ଲିନ୍ ରୋଗରେ ପୀଡିତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଉକ୍ତ ରୋଗୀ ର ରକ୍ତ ଆବଶ୍ୟକ ଥିବା ବେଳେ କୌଣସି ପ୍ରକାର ରେ ଖବର ପାଇ ମାଲକାନଗିରି ପୂର୍ବତ୍ତନ ବିଧାୟକ ତଥା ଜୀବନ ବିନ୍ଦୁ ସଂଯୋଜକ ମାନସ ମାଡକାମୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଜୁ ଜନତା ଦଳର ସକ୍ରିୟ କର୍ମୀ କେ ରାହୁଲ ରୋଗୀ ଙ୍କ ପାଖରେ ଯାଇ ନିଜେ AB -ve ରକ୍ତ ପ୍ରଦାନ କରି ଦଶରଥ ଡୁରୁକାଙ୍କ ଶିଶୁଙ୍କୁ ଜୀବନ ବଞ୍ଚେଇଛନ୍ତି । ଏହି ମହତ କାର୍ଯ୍ୟରେ ଉପସ୍ଥିତ ଥିଲେ ଯୁବ ନେତା ରବି ରାଜେଶ ଓ ବରୁଣ ଡୁରୁକା ପ୍ରମୁଖ ।

Leave A Reply

Your email address will not be published.