ଜିଲ୍ଲାପାଳଙ୍କ ମୁଦୁଲିପଡା ଏବଂ ଆଣ୍ଡ୍ରାହଲ ଗ୍ରାମ ପଞ୍ଚାୟତ ପରିଦର୍ଶନ

ମାଲକାନଗିରି: ୩୦/୦୭/୨୨ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଖଇରପୁଟ ବ୍ଲକର ମୁଦୁଲିପଡା ଏବଂ ଆଣ୍ଡ୍ରାହଲ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ପାନୀୟ ଜଳ ସମସ୍ୟା, ପେନ୍‌ସନ୍‌ ବଣ୍ଟନ, ଅଙ୍ଗନବାଡି ଓ ବିଦ୍ୟାଳୟ ଗୁଡ଼ିକର କାର୍ଯ୍ୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ପରିଦର୍ଶନ ରେ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.