କୋଟପାଡ଼:- ଆଜି କୋଟପାଡ଼ ଏନଏସି ମିଟିଂ ହଲ ରେ ଅନୁଷ୍ଠିତ ହୋଇଯାଇଛି ସଭାପତି ତହସିଲଦାର ଭକ୍ତ ବନ୍ଧୁ ଜନାରଦନ ଦଳେଇ, ଅଧ୍ୟକ୍ଷ ଏମ, ଶଙ୍କର,ରାଓ,ମନ୍ତ୍ରୀ ପ୍ରତିନିଧି, ପ୍ରଦୀପ ବକ୍ସି,ସାଂସଦ ପ୍ରତିନିଧି ସୁଶାନ୍ତ ବକ୍ସି,ପଙ୍କଜ ପାତ୍ର, ଶଙ୍କର ପଣ୍ଡା,କାର୍ଯ୍ୟ ନିର୍ଭାଇ ଅଧିକାରୀ ରାଜେନ୍ଦ୍ର ଖୋରା, ମୁକ୍ତେଶ୍ଵର ନାୟକ, ଶିବ ପଟ୍ଟନାୟକ,ଉପଢକ୍ଷା ଏମ, ସଂତୋଷୀ, କିଶୋର ମିଶ୍ର, ସମସ୍ତ କାଉନସିଲର,ଶିକ୍ଷକ ଶିକ୍ଷୟତ୍ରୀ, ଫାଲଗୁନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଏବଂ କୋଭିଡ ନିୟମ ପୁରା ପାଳନ କରିବା ପାଇଁ ନିଷ୍ପତି ଦିଆ ଯାଇଥିଲା।
