xmas

ଉନ୍ନୟନ କାର୍ଯ୍ୟ ରେ ଅନିୟମିତତା ନେଇ ବ୍ଲକ୍ ଉପାଧ୍ୟକ୍ଷ ତଦନ୍ତ ପାଇଁ ବିଡ଼ିଓ ଙ୍କୁ ଲେଖିଲେ ଚିଠି ।

ମାଲକାନଗିରି:ମାଲକାନଗିରି ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ହ।ଲଦର୍ ମାଲକାନଗିରି ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ଗସ୍ତ କରି ସରକାର ଙ୍କ ବିଭିନ୍ନ ଯୋଜନା ରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ କାର୍ଯ୍ୟ ଗୁଡ଼ିକ ର ତଦାରଖ କରିଥିଲେ ।ନରେଗା, ଜି ପି ଏଲ ଏ, ଏବଂ ଅନ୍ୟାନ୍ୟ ଯୋଜନା ର ଅନିୟମିତତା ହୋଇଥିବାର ବ୍ଲକ୍ ଉପାଧ୍ୟକ୍ଷ ଅଭିଯୋଗ କରିଛନ୍ତି। ତେଣୁ ଅନିୟମିତତା ର ତଦନ୍ତ ପାଇଁ ସେ ବିଡିଓ ଙ୍କୁ ପତ୍ର ଲେଖି ଜଣାଇଥିଲେ ।

Leave A Reply

Your email address will not be published.