xmas

ପଞ୍ଚମ ଶ୍ରେଣୀର ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଅଭାବନୀୟ ଘଟଣା ଘଟିଯାଇଛି ପଞ୍ଚମ ଶ୍ରେଣୀର ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ ।ବୌଦ୍ଧ ଜିଲ୍ଲାର ବାଉଁଶୁଣି ଥାନା ବହିରା ପଂଚାୟତ ଅନ୍ତର୍ଗତ ତାଳପଡା ଗ୍ରାମରେ ପଞ୍ଚମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ବାଉଁଶୁଣି ଥାନାରେ ଅଭିଯୋଗ ।ସୂଚନା ଅନୁଯାୟୀ ଗତକାଲି 6ଘଣ୍ଟା ସମୟରେ ଘରେ ବାପା ମା ବିଲକୁ କାମ କରି ପାଇଁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ସେହି ଗ୍ରାମର 21ବର୍ଷୀୟ ଅଭିଯୁକ୍ତ ସରୋଜ ରଣବିଡା ଝିଅକୁ ଦୁଷ୍କର୍ମ କରି କାହାକୁ ନକହିବା କୁ ଝିଅ କୁ କହିଥିଲେ ଯଦି କହିବୁ ଜୀବନରେ ମାରିଦେବି ବୋଲି ଝିଅକୁ ଧମକ ଦେଇଥିଲେ ।ଏହାପରେ ଝିଅ ବାପାମାଙ୍କୁ ନ କହି ଚୁପ ଥିଲା ଦେହ ଅସୁସ୍ଥ ହେବାରୁ ଆଜି ସବୁକଥା ବାପା ମାଙ୍କୁ ଝିଅ କହିଲା ଏହାପରେ ଆଜି ନାବାଳିକା ଝିଅକୁ ଧରି ପ୍ରଥମେ ବାଉଁଶୁଣି ମେଡ଼ିକାଲ କୁ ନେଇଥିଲେ ।ହେଲେ ବାଉଁଶୁଣି ମେଡ଼ିକାଲରେ ପୋଲିସ ନ ଆସିଲେ ଟିଟମେଂଣ୍ଟ କରିବାକୁ ମନା କରିଦେଇଥିଲେ ଏହାପରେ ବାଉଁଶୁଣି ଥାନାରେ ଆସି ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ତତ୍ପରତା ଦେଖାଇ ଅଭିଯୁକ୍ତକୁ ଗୀରପ କରିବା ସହିତ ନାବାଳିକା ଝିଅକୁ ଡାକ୍ତରୀ ମଇନା ପରେ ସି ଡବ୍ଲ୍ୟୁ ସି କୁ ହସ୍ତାନ୍ତର କରାଯିବ ବୋଲି ବାଉଁଶୁଣି ଏ ଏସ ଆଇ ସସ୍ମିତା ମଗର କହିଛନ୍ତି ।। ଏ ଏସ ଆଇ ସସ୍ମିତା ମଗର ମନମୁଣ୍ଡା ଥାନା ରୁ ବାଉଁଶୁଣୀ ଥାନା କୁ ଟାନସ୍ଫର ହୋଇ ଆସୁ ଆସୁ ମଗର ମାଡମ୍ ଙ୍କ ସଫଳ କେସ କରିଛନ୍ତି ।

Leave A Reply

Your email address will not be published.