ଲଗାଣ ବର୍ଷାରେ ମୋଟୁ ସୀମାନ୍ତ ଯାତାୟାତ ଠପ୍,ଯାନବାହାନ ର ଲମ୍ବା ଲାଇନ

ମାଲକାନଗିରି:ବଙ୍ଗୋପ ସାଗର ଲଘୁଚାପ ଜନିତ ଲଗାଣ ବର୍ଷା ରେ ମାଲକାନଗିରି ଜିଲ୍ଲା ରେ ପ୍ରବଳ ବର୍ଷା ହେବା ଫଳରେ ମାଲକାନଗିରି ଜିଲ୍ଲାରେ ମୋଟୁ ଅଞ୍ଚଳ ରେ ନଦୀ ନାଳ ରେ ବର୍ଷା ପାଣି,ସିଲେରୁ,ସାବେରୀ ନଦୀରେ ଜଳ ସ୍ତର ବୃଦ୍ଧି ଯୋଗୁଁ ମୋଟୁ ସୀମାନ୍ତ,ସୁକୁମା ସୀମାନ୍ତ ରେ ରାସ୍ତା ଉପରେ ପାଣି ଯୋଗୁଁ ଯାତାୟାତ ଠ ପ୍ ହୋଇ ପଡିଛି । ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟ ରୁ ଆସୁଥିବା ଟ୍ରକ୍ , ବସ୍,ମାଲବାହୀ ଟ୍ରକ୍ ଗୁଡ଼ିକ ସମ୍ପୂର୍ଣ ଚଳା ଚଳ ବନ୍ଦ ହୋଇ ପଡ଼ିଛି ମାଲକାନଗିରି ଠାରୁ ସୁକମା, ରାସ୍ତା ଉପରେ ପାଣି ପ୍ରବାହିତ ହେଉଅଛି । ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଲେ ଏଥିପାଇଁ ପ୍ରଶାସନ ସଜାଗ ହୋଇ ରହିଅଛି ।

Leave A Reply

Your email address will not be published.