କ୍ରାନ୍ତି ଦିବସ ଓ ଅମୃତ ମହୋତ୍ସବ ପାଇଁ କଂଗ୍ରେସ୍ ର ପଦଯାତ୍ରା

ଆଜି କୋଟପାଡ଼ ସହରରେ କ୍ରାନ୍ତି ଦିବସ ଓ ଅମୃତ ମହୋତ୍ସବ ପାଇଁ ପ୍ରାୟ ଶତାଧିକ କଂଗ୍ରେସ୍ କର୍ମୀ ସ୍ଥାନୀୟ ଗାନ୍ଧୀ ଚୌକ ଯାଇ ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମୂଲ୍ୟ ଅର୍ପଣ କରିଥିଲେ ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସହର ନଗରପାଳିକା ଅଧ୍ୟକ୍ଷ ଏମ.ଶଙ୍କର.ରାଓ, ପ୍ରଦେଶ କଂଗ୍ରେସ ସମ୍ପାଦକ ମଣି ପ୍ରସାଦ ପଟ୍ଟନାୟକ,ଟାଉନ କଂଗ୍ରେସ୍ ସଭାପତି ବାପୁନ୍ ତ୍ରିପାଠୀ,ବ୍ଲକ କଂଗେସ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ପୂର୍ବତନ ସଭାପତି ମୋନୋହର ବିଶୋଇ,ବୁଲୁ ହୋତା,ଭାରତ ମିଡିଆ ସଂଘ ସଭାପତି ହରିଶ ପଟ୍ଟନାୟକ,ଟାଉନ ଯୁବ କଂଗ୍ରେସ ସଭାପତି ଶଙ୍କର ପଣ୍ଡା,ବୁଲୁ ହୋତା,ଯୁବ କଂଗ୍ରେସ ନେତା ମୁନା ଖାଁ,ସନ୍ତୋଷ ମିଶ୍ର, ନବୀନ ବିଶୋଇ, ଘନ ବିଶୋଇ,ରମା ବିଶୋଇ,ବୁନା ବ୍ରହ୍ମା, ଦେବଗଣ ଗଣ୍ଡା,ନରେଶ ପଟଟନାୟକଙ୍କ ସମେତ କାଉନସିଲ ର ଟିକୁ ବିଶୋଇ,କଲୁ ବାବୁ,୧୦ ନମ୍ବର ୱାର୍ଡ କାଉନସିଲ,ରେହେମନ୍ ଖାଁ, ଓ ବହୁତ ନେତା ଓ କଂଗ୍ରେସ୍ କର୍ମୀ ଯୋଗଦେଇଥିଲେ l

Leave A Reply

Your email address will not be published.