ବିଧାୟିକାଙ୍କ ତୁଫାନି ବୁଡି ଅଞ୍ଚଳ ଗସ୍ତ

କୋଟପାଡ଼ ୧୧/୦୮- ଗତ କାଲି କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ବୁଡି ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝି ଫେରିଛନ୍ତି। ସେମାନଙ୍କୁ ସରକାରଙ୍କ ତରଫରୁ ଯାହା ସାହାଯ୍ୟ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ପ୍ରଦାନ କରିଛନ୍ତି, ଏବଂ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଶାସନର ଅଧିକାରୀ, ବ୍ଲକ ଅଧ୍ୟକ୍ଷା, ଉପଦ୍ଧକ୍ଷା, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ, ସମିତି ସଭ୍ୟ, ସାଂସଦ ପ୍ରତିନିଧି ତ୍ରିପତି ମହାନ୍ତି, ବିଜେଡି ବ୍ଲକ ସଭାପତି ଗୋପାଳ ଲାଲ, ବ୍ଲକ୍ ଉପଢକ୍ଷ ବାବୁଲି ପାଣିଗ୍ରାହୀ, ଜିଲ୍ଲା ବିଜେଡି ଯୁବନେତା ସାଗର ପାତ୍ର, ସଲିମ୍ ଖାଁ, ବହୁ ବିଜେଡି କର୍ମୀ ବିଧାୟିକାଙ୍କ ସହ ଯୋଗ ଦେଇଥିଲେ।

Leave A Reply

Your email address will not be published.