xmas

ପାବୁରିଆରେରେ କଂଗ୍ରେସର ଗୌରବ ଯାତ୍ରା

ଫୁଲବାଣୀ -୧୪/୦୮ କନ୍ଧମାଳ ଜିଲା ଟିକାବାଲି ବ୍ଲକ କଂଗ୍ରେସ ପକ୍ଷରୁ ଆଜି ରବିବାର ତ୍ୟାଗ ଓ ବଳିଦାନର ୭୫ ବର୍ଷ ଅବସରରେ ଟିକାବାଲି ବ୍ଲକ ପାବୁରିଆରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ବରିଷ୍ଠ କଂଗ୍ରେସ ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠତ ହୋଇଥିଲା ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.