xmas

ସୁମା ସିକ୍ୟୁରିଟି ଏଜେନ୍ସି ଉଦଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନୂତନ ସିକ୍ୟୁରିଟି ଏଜେନ୍ସି “ସୁମା ସିକ୍ୟୁରିଟି ଏଜେନ୍ସି’ ଉଦଘାଟିତ ହୋଇଯାଇଛି । ପ୍ରଫେସର ନାୟକ ଏହାର ଲୋଗୋକୁ ଉନ୍ମୋଚିତ କରିଥିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

Leave A Reply

Your email address will not be published.