ମାନବଧୂକାର ୟୁଥ୍ ଡେଭଲୋପମେଣ୍ଟ ତରଫରୁ ପ୍ରତିଯୋଗିତା ଦିବସ।

୧୭-୦୮-୨୦୨୨ ଆଜି ତା. ୧୫ ଅଗଷ୍ଟ ୨୨ରିଖ,ମାନବଧୂକାର ୟୁଥ୍ ଡେଭଲୋପମେଣ୍ଟ କାଉନସିଲ ଓଡିଶା ରାଜ୍ୟ ସଭାପତି ସୁକୁମାର ରଞ୍ଜନ ପ୍ରଧାନଙ୍କ ତତ୍ତ୍ଵାବଧାନରେ ବାରିପଦା ଠାରେ ୭୬ ତମ ସ୍ଵାଧୀନତା ଦିବସ ଅବସରରେ କୁନି କୁନି ପିଲାମାନଙ୍କୁ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଛି। ଏଥି ସହିତ ୱାର୍ଡ ନମ୍ବର ୧୫ର ବସ୍ତି ସାହିରେ ଉପସ୍ଥିତ ଥିବା ସମସ୍ତ କୁନି ପିଲାମାନଙ୍କୁ ପେନ୍‌ସିଲ, ରବର ,ଖାତା ,ଚକୋଲେଟ୍
ଇତ୍ୟାଦି ପୁରସ୍କାର ସ୍ୱରୂପ ପ୍ରଦାନ କରିଛନ୍ତି

Leave A Reply

Your email address will not be published.