ବାଇକ ଚୋରି କରି ଅଭୁଯୁକ୍ତ ଗିରଫ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ଥାନା ଦ୍ୱାରା ଜଣେ ଅଭିଯୁକ୍ତ ଚୋର ଗିରଫ ହେବ ସହିତ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି । ପାପରମେଟେଲା ଥାନା ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଇଷ୍ଟ ଗୋଦାବରୀର ଚିଟି ମଣି ମହେଶ ଏକ ପଲସର ବାଇକ ଚୋରି କରି ନେଉଥିବା ବେଳେ ପୋଲିସ ହାତରେ ଧରାପଡିଛି । ପାପରମେଟେଲା ଥାନା ଅଧିକାରୀ ରଜନୀକାନ୍ତ ଦୀପ ଥାନାର ଏକ ମାମଲା ରୁଜୁ କରି କେସ ନମ୍ବର ୧୧/୨୦୧୨, IPC ଧାରା u /s – ୩୭୯ ଏବଂ ୪୧୧ କୁ ପାଥେୟ କରି ଅଭୁଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.