ବଜ୍ରପାତରେ ଦୁଇ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି । ଦିନ ୧୨ ଟା ସମୟରେ ପ୍ରବଳ ବର୍ଷା ସହ ବିଜୁଳି ମାରିବା ଫଳରେ ବଜ୍ରପାତ ପଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ଦୈମତି ଖିଲ ଏବଂ ଲକ୍ଷ୍ମୀ ଖିଲ ବୋଲି ଜଣାପଡିଛି। ସୂଚନା ମୁତାବକ ରାଉଳିଗୁଡ଼ା ଗ୍ରାମ ନିକଟରେ ଧନ କ୍ଷେତରେ ତଳି ପକ୍କ। କାର୍ଯ୍ୟ ଚାଲିଥିଲା।ଅଚାନକ ଘଡ ଘଡି ସହ ବିଜୁଳି ମାରିବା ଫଳରେ । ସେହି କ୍ଷେତରେ କାର୍ଯ୍ୟ କରୁଥବାବେଳେ ଦୁଇ ଜଣ ମହିଳାଙ୍କ ବଜ୍ର।ଘାତ ରେ ମୃତ୍ୟୁ ଘଟିଛି । ସେମାନେ ହେଲେ ବାଉଁଶଗୁଡ଼ାର ଦୈଇ ମତି ଖିଲ ଏବଂ ରାଉଳିଗୁଡ଼ାର ଲକ୍ଷ୍ମୀ କୋପେ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.