ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ୨୦୨୦ ବ୍ୟାଚର IAS ଅଧିକାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଜନସେବା ପ୍ରତି ଉତ୍ସର୍ଗୀକୃତ, ଦୁର୍ବଳ ବର୍ଗ ପ୍ରତି ସହାନୁଭୂତି ଏବଂ କରୁଣା, ସଂହତି ଏବଂ ନିରପେକ୍ଷତାର ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ସରକାରୀ କର୍ମଚାରୀମାନେ ମାର୍ଗଦର୍ଶନ କରିବା ଉଚିତ୍ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
