xmas

ୱାର୍ଡ ନମ୍ବର ୯ ଭି ଏସ ନଗରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜେଡିର ୨୫ ବର୍ଷ ପୂର୍ତ୍ତି ଓ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ୱାର୍ଡ ନମ୍ବର ୯ ଭି ଏସ ନଗର ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ୍ୟ ଦେବେଶ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ଚେୟାରମ୍ୟାନ କଳ୍ପନା ମାଝୀ ୱାର୍ଡ କାଉନ୍ସିଲର ପ୍ରିୟା ତାଣ୍ଡି କାଉନ୍ସିଲର ଉମା ଚରଣ ରାଉତ ପୂର୍ବତନ କାଉନ୍ସିଲର ସୁଜିତ ମହାନ୍ତି ଓ ୱାର୍ଡର ଅନ୍ୟ ମହିଳା ଓ ପୁରୁଷ ବ୍ୟକ୍ତି ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାହାଯ୍ୟ କଲେ ଓ ବିଧାୟକ ମହୋଦୟ ପଡ଼ାର ଅନ୍ୟ ସମସ୍ୟା ଗୁଡିକ ଆଲୋଚନା କରି ଶୀଘ୍ର ଏହାର ସମାଧାନ କରବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଲେ l

Leave A Reply

Your email address will not be published.