ଦରଦାମ ବୃଦ୍ଧି ପ୍ରତିବାଦ କରିବାକୁ କନ୍ଧମାଳ ଜିଲ୍ଲା କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ

ଫୁଲବାଣୀ -୦୨/୦୯ କନ୍ଧମାଳ ଜିଲ୍ଲାର ବଛା ବଛା କିଛି ନେତା ଆଜି ଦିଲ୍ଲୀ ଗସ୍ତ କରିଛନ୍ତି l ଏ ଆଇ ସି ସି ଡ଼ାକରାରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ଏ ଆଇ ସି ସି ସଦସ୍ୟଘନ ଶବର, ନଗର କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ଯୁବ ନେତା ବଳଦେବ ବେହେରା, ଗୌର ବେହେରା, ପ୍ରମୁଖ ଦିଲ୍ଲୀ ଗ୍ରସ୍ତ କରିଛନ୍ତି l ସେମାନେ ଦରଦାମ ବୃଦ୍ଧି ନେଇ ଦିଲ୍ଲୀରେ କେନ୍ଦ୍ର ସରକାଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି l

Leave A Reply

Your email address will not be published.