xmas

କୋଟପାଡ଼ ବିଡ଼ିଓଙ୍କୁ କୋଟପାଡ ପ୍ରେସ କ୍ଲବର ସ୍ଵାଗତ

କୋଟପାଡ଼: ଆଜି କୋଟପାଡ଼ ବ୍ଲକ୍ ପରିସରରେ ନୂତନ ଭାବରେ ଯୋଗଦେଇଥିବା ବିଡ଼ିଓ ମିସ୍ ସ୍ନେହ ପ୍ରଭା ମାଝୀଙ୍କୁ କୋଟପାଡ଼ ପ୍ରେସ କ୍ଲବ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ଏବଂ ଶୁଭ କାମନା ଜଣାଇଛନ୍ତିl କୋଟପାଡ ପ୍ରେସ କ୍ଲବ ସଭାପତି ପଙ୍କଜ କୁମାର ପାତ୍ର, ଉପସଭାପତି ଆର୍ ରାଜ ଶେଖର ରାଓ, ସମ୍ପାଦକ ଶଙ୍କର ପଣ୍ଡା, ପ୍ରଦୀପ ବକ୍ସି, ମୁକ୍ତେଶ୍ଵର ନାୟକ, ଖଗପତି ପାତ୍ର, ଉମେଶ ମଲ୍ଲିକ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେl ସମ୍ବାଦ, ସମାଜ, ଧରିତ୍ରୀ, ପ୍ରଗତିବାଦୀ, ଅନୁପମ ଭାରତ ପତ୍ର ପତ୍ରିକାର ସାମ୍ବାଦିକ ଉପସ୍ଥିତ ଥିଲେl

Leave A Reply

Your email address will not be published.