ଦଶହରା ଉପଲକ୍ଷେ ୟୁଥ ୱାରୀୟର ପ୍ରସ୍ତୁତି ବୈଠକ

ଫୁଲବାଣୀ -୧୧\୦୯ ରବିବାର ଦିନ 10 ଘଟିକାରେ ଟିକାବାଲି ପଞ୍ଚାୟତ ବୈଠକ ଗୃହରେ ୟୁଥ ୱାରୀୟର ତରଫରୁ ଦଶହରା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆକର୍ଷଣୀୟ ସାଙ୍ଗକୁ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା l ଚଳିତ ବର୍ଷ ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ କିଭଳି ଢଙ୍ଗରେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା l ଏହି ବୈଠକରେ କନ୍ଧମାଳର ବିଭିନ୍ନ ପ୍ରାନ୍ତରୁ ୟୁଥ ୱାରୀୟରର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ l କୁନ୍ଦୁରୁ ମଲ୍ଲିକ ଏହି ବୈଠକର ସଭାପତିତ୍ୱ ଆସନ ଗ୍ରହଣ କରିଥିଲେ l ତତସହିତ ଅରବିନ୍ଦ ମହାପାତ୍ର, ସମ୍ବିତ ବେହେରା, ଗକୁଳ ଭୋଇ, ତନୁଜ କୁମାର ଭୋଇ, ମନୋଜ କହଁର, ଜଗଦିଶ ପ୍ରସାଦ ନାୟକ,ବିଷ୍ଣୁ ପ୍ରସାଦ ହୋତା, ପ୍ରମିଶ ଦିଗାଲ, କୁମୁଦ ଚନ୍ଦ୍ର ସାହୁ, ହେମନ୍ତ ଦିଗାଲ, ରାଧାକାନ୍ତ ପ୍ରଧାନ, ଶାନ୍ତନୁ ଦିଗାଳ, ପ୍ରତ୍ୟୁଷ ଦେହୁରୀ, ଗୋବର୍ଧନ ନାୟକ, ବିଶାଳ କୁମାର ନାୟକ, ରାଜ କୁମାର ପାତ୍ର, ଉତ୍ତମ ଅମାତ୍ୟ, ଆକାଶ ନାୟକ, ଗୋବିନ୍ଦ ମେହେର, ଆଶିଷ ସୁବୁଦ୍ଧି, ଗୁରୁ ପ୍ରସାଦ ନାୟକ, କଳାଚlନ୍ଦ ଦିଗାଳ, ସଦାନନ୍ଦ ଦିଗାଳ, ଧୀରୋଜ ନାୟକ, ଅରୁଣ ପାଣ୍ଡେ, କେଦାର ଦିଗାଳ, ଡି. ବିଶ୍ୱଜିତ, ଜିତ କୁମାର ଦିଗାଳ, ରଞ୍ଜନ ପାତ୍ରଙ୍କ ସହ ଅନେକ ସଦସ୍ୟ ଯୋଗଦେଇଥିଲେ l

Leave A Reply

Your email address will not be published.