ତୁମୁଡିବନ୍ଧ -କୋଟଗଡ଼ ରାସ୍ତାରେ ମାଓ ପୋଷ୍ଟର

ଫୁଲବାଣୀ ୧୪\୦୯ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମାଡାଗୁଡାଠାରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି l ସିପିଆଇ ମାଓବାଦୀ ବି ଜି ଏନ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲାଗିଛି l ସମସ୍ତ ବନ୍ଦୀମାନଙ୍କୁ ନିସର୍ତ୍ତ ଖଲାସ ଓ ମିଛ ମାମଲା ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି l ମାଓ ପୋଷ୍ଟର ଲାଗିବା ଦେଖି ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି l

Leave A Reply

Your email address will not be published.