xmas

ବିଭିନ୍ନ ଦାବି ପୂରଣ ନେଇ ରାଜ୍ୟସଭା ସାଂସଦଙ୍କୁ ଦାବି ପତ୍ର

ଫୁଲବାଣୀ:୧୮/୦୯ ବିଭିନ୍ନ ଦାବି ପୂରଣ ନେଇ ରବିବାର ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କୁ କଳିଙ୍ଗା ଠାରେ ବିଶପ ଡ଼ଃ. ଦିଲ୍ଲୀପ କୁମାର ବଳଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ମାଇନରୀଟି କମିଶନ ଓ ମାଇନରୀଟି ଫାଇନାନସିଆଲ କର୍ପୋରେସନରୁ ସଂଖ୍ୟା ଲଘୁ ପିଲାମାନଙ୍କୁ ସ୍କଲାରସିପ ପ୍ରଦାନ କରିବା ଲାଗି କୁହାଯାଇଥିଲା lଏହା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ବେଶ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି l

Leave A Reply

Your email address will not be published.