xmas

କୋଶଳ ରାଜ୍ୟସ୍ତରୀୟ ସାଙ୍ଗଠନିକ ବୈଠକ

ବରଗଡ଼: ଆଜି ବରଗଡ଼ ସ୍ଥିତ ମଙ୍ଗଲମ୍ ପ୍ୟାଲେସ ହୋଟେଲ୍ରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା KMMର ପ୍ରଥମ ରାଜ୍ୟସ୍ତରିୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ଼,ବଲାଙ୍ଗିର, ସୋନପୁର, ନୁଆପଡ଼ା, କଲାହାଣ୍ଡି, ସମ୍ୱଲପୁର, ଝାରସୁଗୁଡା ଜିଲ୍ଲା KMMର ନୁତନ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଆଗକୁ ସଙ୍ଗଠନ କେ ଆହୁରି ମଜବୁତ କରାଯିବା ସାଙ୍ଗେ ନୁତନ ରଣନିତି ପ୍ରସ୍ତୁତ କରାଯାଇଥିଲା। ଏହି ବୈଠକରେ KMMର ସଭାପତି ଶ୍ରୀ ସାଗର ଚରଣ ଦାସ ,କାର୍ୟକାରୀ ସଭାପତି ସୁବାଷ ନାୟକ, ସମ୍ପାଦକ ଜନାର୍ଦନ ସିଂ ,ଉପସଭାପତି ଗଣେସ ସାହୁ, ଉପସଭାପତି ବିକାଶ ଅଗ୍ରୱାଲ, ସଙ୍ଗଠନର କେନ୍ଦ୍ରୀୟ କମିଟିରୁ ସପନ ମିଶ୍ର ,ଭକ୍ତ ନନ୍ଦ ,ସଦାନନ୍ଦ ପଣ୍ଡା ,KMM ଜିଲ୍ଲା ସଭାପତି ବରଗଡ଼ର ଘନଶ୍ୟାମ ସାହୁ,ବଲାଙ୍ଗିର ଜିଲ୍ଲା ସଭାପତି ବିକାଶ ସା ,KMM ଛାତ୍ର ମୋର୍ଚ୍ଚା ଆବାହକ ଆକାଶ ପଣ୍ଡା ,ରୁତୁରାଜ ପଧାନ ,ବିଶିଷ୍ଟ ଚାଷି ନେତା ରମେଶ ମହାପାତ୍ର ,ଛାତ୍ର ନେତା ଅଶିମ ପଟେଲ, ଯୁଗ୍ମ ସମ୍ପାଦକ ବନମାଲି ନାଏକ ,କାଶି ମେହେର, ଶାନ୍ତନୁ ରଣା, ନିତିନ ପଧାନ,ଶାହରୁଖ ଖାଁ, ପାଶା ମହାନନ୍ଦ ,ନୁତନ ଗୋକରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.