xmas

କୁସୁମେଣ୍ଡିରେ ସ୍ଵଚ୍ଛ ଭାରତ 

ଫୁଲବାଣୀ:୧୯/୦୯ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଗାଁ ସାଥି, ସ୍ଥାନୀୟ ସରପଞ୍ଚ, ପୂର୍ବତନ ସରପଞ୍ଚ, ବ୍ଲକ ଷ୍ଟାପ ମିଶିକି ସ୍ଵଚ୍ଛ ଭାରତ ପାଳନ କରିଛନ୍ତି l ସମସ୍ତେ ମିଶି ଅଞ୍ଚଳର ବିଭିନ୍ନ ସ୍ଥାନ, ଛକ ମାର୍କେଟ ଅଞ୍ଚଳ ବୁଲି ସବୁ ଅଳିଆ ସଫା କରବା ସହ ସମସ୍ତ ଗ୍ରାମବାସୀଙ୍କୁ ସଫା ସୁତୁରା, ରଖିବାକୁ ଓ ବାହାରେ ମଳ ତ୍ୟାଗ ନ କରି ପାଇଖାନା ବ୍ୟବହାର କରିବାକୁ ଅନୁରୋଧ କରିଥିଲେ l ଏଭଳି କାର୍ଯ୍ୟକ୍ରମ ପ୍ରତି ମାସରେ ଅନୁଷ୍ଠିତ ହେବ ବୋଲି କୁହାଯାଈଛିl

Leave A Reply

Your email address will not be published.