କୋଟପାଡ଼ ମହାବିଦ୍ୟାଳୟରେ ତାଲୁକ୍ ଆଇନ ସଚେତନତା ଶିବିର

କୋଟପାଡ: ଆଜି କୋଟପାଡ ମହାବିଦ୍ୟାଳୟରେ ତାଳୁକା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କୋଟପାଡ଼ ବିଚାରପତି ଦିଲୀପ କୁମାର ବେହେରା ପୌରହିତ୍ୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକ, ପୂର୍ବତନ ସଭାପତି ପଙ୍କଜ କୁମାର ପାତ୍ର, ଉପ ସଭାପତି ପ୍ରଦୀପ ବକ୍ସି, ବରିଷ୍ଠ ଅଧିବକ୍ତା ଜୀତେନ୍ଦ୍ର ନାଥ ମହାପାତ୍ର, ଶଙ୍କର ପଣ୍ଡା, ବାବୁଲି ନାୟକ, ବିଦ୍ୟୁତ୍ ବକ୍ସି, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା, ଏସଦିପିଓ ସ୍ନେହସିକ୍ତା ମିଶ୍ର, ଅଧ୍ୟାପକ ହେମନ୍ତ ଦଳେଇ, ତାରିଣୀ ବିଶ୍ଵାଳ, ପ୍ରିନ୍ସିପଲ୍ ରେଣୁକା ଦାସ, କୋର୍ଟର ସରୋଜ ନାୟକ, ଚିଟି ବାବୁ ଓ ସାମ୍ବାଦିକ ବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.