ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ଗ୍ରାମ ପଞ୍ଚାୟତ ରାଲେଗଡ଼ା ଗ୍ରାମ ସର୍କୁବନ୍ଦା ସରପଞ୍ଚ ଓ ଆଶା ୱର୍ଡ ମେମ୍ବର ସ୍ଵଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମ କରିଥିଲେ ସ୍ଵଚ୍ଛ ଭାରତ ମେସିନର ସଂଯୋଜକ ରାଲେଗଡ଼ା ସରପଞ୍ଚ କମଲୂ ହାନ୍ତାଳ ଆଶା କର୍ମୀ ଓ ୱାର୍ଡ ମେମ୍ବର ମିଶି ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ କରିଥିଲେ ଓ ସ୍ଥାନୀୟ ଲୋକ ମାନଙ୍କୁ ସ୍ୱଚ୍ଛତା ଉପରେ ପ୍ରଞ୍ଜିଲଭାବେ ବୁଝିଥିଲେ । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୨୫ଠାରୁ ଆରମ୍ଭ କରି ଅକ୍ଟୋବର ମାସ ପର୍ଯ୍ୟନ୍ତ ହେବ । ଚିତ୍ରକୋଣ୍ଡା ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଘରେ ହେଉ ବା ଘର ସାମନା ରେ ହଉ ସାହି ଗଲି ହେଉ ବା ରାସ୍ତା ଘାଟରେ ହଉ ଯାହା ଯାହା ଆବର୍ଜନା ରହିଛି ସେହି ସବୁ ଉଠାଇ କୁଣ୍ଡିରେ ପକେଇବା ନିମନ୍ତେ ଶପଥ ପାଠ କରାଗଲା ତାହା ସହ ଗାଆଁରେ ରହିଥିବା ଆବର୍ଜନା କୁଣ୍ଡିରେ ବ୍ୟବହାର କରିବା ଗାଁ ଓ ସାହି ସଫା ସୁତୁରା ରଖିବା ରାସ୍ତା ଘାଟ ସଫା ସୁତୁରା ରଖିବା ନିମନ୍ତେ ଲୋକମାନଙ୍କୁ ସଚେତନ କରିବାକୁ ନିଷ୍ପତି ନିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post