ଆଜି ଅବସର ନେଲେ ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ

ମୟୂରଭଞ୍ଜ, ୩୦-୦୯-୨୦୨୨: ମୟୂରଭଞ୍ଜ ଜିଲ୍ଲାରେ ତା ୨୬.୦୭.୨୦୦୮ ରିଖ ଠାରୁ ୩୦.୦୯.୨୦୨୨ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଦୀର୍ଘ ୧୪ ବର୍ଷ ଧରି ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ରବୀନ୍ଦ୍ର କୁମାର ନାୟକ ଆଜି ସରକାରୀ ଚାକିରୀରୁ ଅବସର ନେଇଛନ୍ତି। ଶ୍ରୀ ନାୟକ ଜଣେ ସାହିତ୍ୟିକ, ଜଣେ ମିଷ୍ଠଭାସି, ସୁନ୍ଦର ସ୍ଵଭାବ ଏବଂ ଉପକାରୀ ସ୍ଵଭାଵ ସଂପନ୍ନ ବ୍ୟକ୍ତିତ୍ୱ ଥିଲେ। ଯାହାଙ୍କ ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ପଶୁପକ୍ଷୀ ମଧ୍ୟ ଦୁଃଖ ପ୍ରକାଶ କରି ଈଶ୍ୱରଙ୍କ ପାଖରେ ଶ୍ରୀ ନାୟକଙ୍କ କୁସୁମିତ ଜୀବନ ପାଇଁ ପ୍ରାଥନା କରିଛନ୍ତି।

Leave A Reply

Your email address will not be published.