xmas

ବାଲିଗୁଡା ସୁଡ୍ରା ଜଙ୍ଗଲରେ କମ୍ବିଙ୍ଗ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ମହିଳା କାଡେର ମାଓବାଦୀର ମୃତ୍ୟୁ ସୂଚନା

ଫୁଲବାଣୀ, ୧୧/୧୦: ମଙ୍ଗଳବାର କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ ବାଲିଗୁଡା ଜଙ୍ଗଲକୁ ଏସଓଜି ଓ ଡ଼ିଭିଏଫ ଯବାନମାନେ କମ୍ବିଙ୍ଗ ଅପେରସନ କରୁଥିଲେ l କମ୍ବିଙ୍ଗ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା l ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ବାଲିଗୁଡା ସୁଡ୍ରା ଜଙ୍ଗଲରେ ହୋଇଥିଲା ଗୁଳି ବିନିମୟ l ତେବେ ମୃତ ମହିଳା ମାଓବାଦୀର ପରିଚୟ ଏଯାଏଁ ମିଳିନଥିବା ଜଣାପଡିଛି l

Leave A Reply

Your email address will not be published.