xmas

ସମାଜସେବୀଙ୍କ ପରଲୋକ

କୋଟପାଡ: କୋଟପାଡ ସହରର ସମାଜସେବୀ ତଥା ସରକାରୀ କର୍ମଚାରୀ ଭାବରେ କୁମୁଲି ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ। ବର୍ତମାନ ସରକାର ରେଗୁଲାର ଘୋଷଣା କରିଥିଲା ବେଳେ ସେ ମୃତ୍ୟୁ ମୁଖରେ ହୃଦଘାତରେ ହୋଇଥିବା ସୂଚନା ମିଳିଛି। ତାଙ୍କର ଏକ ମାତ୍ର ଝିଅ ଅଛି ଏବଂ ୩ ଭାଇ ଏକ ଭଉଣୀ ଅଛନ୍ତି। ମୃତ୍ୟୁ ଖବର ପାଇ କୁମୁଲୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, ଓକିଲ, ରାଜନେତା, ସାମ୍ବାଦିକ, ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ବେଳକୁ ୪୫ ବର୍ଷ ବୟସ ହୋଇଥିଲା। ମୃତ ବ୍ୟକ୍ତିଙ୍କ ଛୋଟ ଭାଇ ଭାରତ ମିଡିଆ ସଙ୍ଘର ସଭାପତି ରହିଛନ୍ତି ।

Leave A Reply

Your email address will not be published.