xmas

କୋଟପାଡ଼ରେ ଦୀପାବଳି ମହା ସମାରୋହରେ ସମ୍ପନ୍ନ

କୋଟପାଡ: ଆଜି କୋଟପାଡ ସହରରେ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଦୀପାବଳୀ ଅମାବାସ୍ୟା ପାଳିତ ହୋଇଯାଇଛି। ପ୍ରତି ଘରେ ଦୀପ ପ୍ରଜ୍ବଳନ କରି ସମସ୍ତେ ଉପଭୋଗ କରିଛନ୍ତି। କରୋନା ପରେ ଏହା ପ୍ରଥମ ଥର ପାଳନ ହୋଇ ଥିବାରୁ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଆଜି ବାଣ ବଜାରରେ ପ୍ରବଳ ଭିଡ଼ ଜମାଇଥିବା ଲକ୍ଷ କରାଯାଇଛି। ସବୁ ଧର୍ମର ଲୋକ ଏହାକୁ ଉପଭୋଗ କରୁଥିବାର ଲକ୍ଷ କରାଯାଇଥିଲା ।

Leave A Reply

Your email address will not be published.