mobile header

୨୪ରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ସାଇନାଥ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ନିମନ୍ତେ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ୨୪ ତାରିଖ ଶନିବାର ଦିନ ହାଉସିଂ ବୋର୍ଡ ଅଫିସ ନିକଟସ୍ଥ ୟୁନିଟ -୯ ସ୍ଥିତ ବୁଦ୍ଧ ମନ୍ଦିର ଠାରେ ଶିରିଡି ସାଇ ବାବା ଓ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଏକ ନିଃଶୁଳ୍କ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଉଅଛି I ଏଲ କେଜିରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଇଛୁକ ଛାତ୍ରଛାତ୍ରୀ
୯୮୬୧୭୨୬୫୧ ୯ ଏହି ନମ୍ବରରେ ୱlଟଶ୍ୟପ କରି ନିଜ ନାମ ପଞ୍ଜିକରଣ କରିପାରିବେ I

Leave A Reply

Your email address will not be published.