mobile header

ମଧୁ ମାଟିରେ ୫-ଟି ସଚିବ

କଟକ,( ନୃସିଂହ ଚରଣ ଦାସ): ଆଜି ଉତ୍କଳ ଦିବସ । ସ୍ୱତନ୍ତ୍ର ଉତ୍କଳ ପ୍ରତିଷ୍ଠାର ଅନ୍ୟତମ ପୁରାଧା ଥିଲେ ମଧୁ ବାରିଷ୍ଟର । ଯାହାଙ୍କ ପୁରା ନାଁ ମଧୁସୂଦନ ଦାସ ଓରଫ ମଧୁବାବୁ । ସେହି କ୍ରାନ୍ତିକାରୀ ମହାପୁରୁଷଙ୍କୁ ସଂମ୍ମାନ ଜଣାଇବାକୁ ତାଙ୍କ ଜନ୍ମପୀଠକୁ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ । ତାଙ୍କ ସହିତ କସ୍ତୁରୁବା ସେବା ସଂଗଠନର ସଦସ୍ୟ ପ୍ରିୟମ୍ବଦା ହେଜମାଦି ମଧ୍ୟ ମଧୁ ମାଟିକୁ ପରିଦର୍ଶନ କରିଛନ୍ତି । ଏଯାବତ ମଧୁବାବୁଙ୍କ ଜନ୍ମ ପୀଠରେ ସେଭଳି ଉଲେଖନୀୟ କାର୍ଯ୍ୟ ହୋଇନଥିବାରୁ ସାଧାରଣରେ ଆସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଫାଇବ-ଟି ସଚିବଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.