ଉତ୍କଳ ଦିବସ ପାଳିଲେ ପ୍ରତାପ

କଟକ,( ନୃସିଂହ ଚରଣ ଦାସ): ଆଜି ଉତ୍କଳ ଦିବସ । ପୂର୍ବତନ ମନ୍ତ୍ରୀ ଓ ମାନ୍ୟବର ବିଧାୟକ ପ୍ରତାପ ଜେନା କୁଆଁପାଳ ଠାରେ ଥିବା ପ୍ରତିଭା ଭବନ ପରିସରରେ ଉତ୍କଳ ଦିବସ ପାଳନ କରିବା ସହିତ ମାହାଙ୍ଗା ମାଟିରେ ଜନ୍ମଗ୍ରହଣ କରିଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଯୋଗଦାନ କରି ମାହାଙ୍ଗା ପାଇଁ ଆଉ ଏକ ଅଧ୍ୟାୟ ଇତିହସ ପୃଷ୍ଠାରେ ସ୍ଥାନିତ କରିଛନ୍ତି। ଉତ୍ସବରେ ଶ୍ରୀ ଜେନାଙ୍କ ସହ ଭୁବନାନନ୍ଦ ସାହୁ, ଅଖିଲେଶ ମହାନ୍ତି, ବିଶ୍ୱେଶ୍ୱର ମହାନ୍ତି, ଶିକ୍ଷାବିତ ଅକ୍ଷୟ କୁମାର ସଢଙ୍ଗୀଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.