କୋଟପାଡ଼: ଆଜି କୋଟପାଡ଼ ବ୍ଲକ ଅନ୍ତର୍ଗତ ଢ଼ାମଅଣାହାଣ୍ଡି ଗ୍ରାମ ଠାରେ ଏକଲବ୍ୟ ସ୍କୁଲ କେନ୍ଦ୍ର ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ବିଶେଶ୍ୱର ଟୁଡୁ ଉଦଘାଟନ କରିଛନ୍ତି । ଏହି ସ୍କୁଲ ପ୍ରାୟ ୨୧ କୋଟି ଟଙ୍କା ବ୍ୟୟରେ ହୋଇଥିବା କଥା ମନ୍ତ୍ରୀ ପ୍ରକାଶ କରିଛନ୍ତି । ଓଡ଼ିଶା ରାଜ୍ୟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ୮୭ଟି ସ୍କୁଲ ହୋଇଥିବା କଥା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ସାଂସଦ ନବରଙ୍ଗପୁର ରମେଶ ମାଝି, ପୂର୍ବତନ ସାଂସଦ ବଳଭଦ୍ର ମାଝି ଓ ସମସ୍ତ ଦଳର ବହୁ ନେତା ଏହି ଉଦଘାଟନ ଉଚ୍ଚବରେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆର ବନ୍ଧୁମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.