ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ସିକେଡ଼ି ହେଲ୍ଫ ବଏଯେ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳମୂଳ, ଖିର ଓ ପାରୁଟି ଯୋଗାଇବା ସହିତ ଚିତ୍ରକୋଣ୍ଡା ବିଭିର୍ନ ସ୍ଥାନ ଉପଖଣ୍ଡ ଚିକିତ୍ସାଳୟ, ଶିଶୁ ମନ୍ଦିର ଲାଇନ ରାସ୍ତାର ଦୁଇ ପାର୍ଶ୍ଵ ଏବଂ ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଳି ବିଭିର୍ନ ସ୍ଥାନକୁ ସ୍ଵଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ସଫା ସୁତର କରି ପରିଷ୍କାର ପରିର୍ଚ୍ଚନ କରିଥିଲେ ଉକ୍ତ ରୋଗୀସେବା ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କୁ ସିକେଡ଼ି ହେଲ୍ଫ ବଏଜେ କ୍ଲ ର ସଦସ୍ୟ ସଦନ ଖରା, ପୂର୍ଣ୍ଣ ଖେମୁଡୁ, ବସନ୍ତ, ଏସ. ଶ୍ରୀନୁ, ଆଦି ନାରାୟଣ ଶଙ୍କର, ବାବୁଲି ମାଝୀ, ଜଗନ୍ନାଥ ତନ୍ତୀ, ବିରେନ ବାଘ, ଦିଲୀପ ଖେମୁଡୁ, ପାପୁନ ବାଘ, ରିଙ୍କୁ ଦଳେଇ, ସନି ସଗରିଆ, ଭିସାଲ ଗଣେଶ ବିଶୋଇ, ଅଜୟ ଖେମୁଡୁ, ଆସିଖ ନାଗ, ବୁଲୁ ବଜରଙ୍ଗ, ମଞ୍ଜୟ ଥପ, ଆକାଶ ବାଘ, କୀରେନ ରାଜ, ପୁରୁଷୋତ୍ତି ରାଜେଶ, ମନୋଜ ପାଣ୍ଡୁ, ଧନଞ୍ଜୟ ଓ ମିନ୍ଦ୍ରା ବିଶୋଇ ପରିଚାଳନା କରିଥିଲେ l ଚିତ୍ରକୋଣ୍ଡାବାସୀ ସିକେଡ଼ି ହେଲ୍ପ ବଏଜେ କ୍ଳବର ଉକ୍ତ କାର୍ଯ୍ୟକୁ ପ୍ରସଂଶା କରିଛନ୍ତି l
Sign in
Sign in
Recover your password.
A password will be e-mailed to you.