କୋଟପାଡ଼: ଗତକାଲି କୋଟପାଡ଼ କଂଗ୍ରେସ ଦଳର ନେତୃବର୍ଗ କୁସୁମୀ ମନ୍ଦିର ପ୍ରାଙ୍ଗଣ ଠାରେ ଉପସ୍ଥିତ ରହି କୁସୁମୀର ସଂକୀର୍ତ୍ତନ ଦଳକୁ ୨୦୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୋଟପାଡ଼ କଂଗ୍ରେସର ବହୁ ଛାମୁଆ ନେତା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁସୁମୀ ଗ୍ରାମର ବରିଷ୍ଠ ନେତୃବର୍ଗ ଶ୍ରୀ ଘନଶ୍ୟାମ ବିଶୋଇ, ରଞ୍ଜିତ କୁମାର ବିଷୋୟୀ, ପ୍ରଭାକର ପରିଡ଼ା, ପ୍ରମୁଖ ଉପସ୍ଥିତ ଥିଲେ । ସଂକୀର୍ତ୍ତନ ଦଳର ସଦସ୍ୟ ଭୀମ କୁମ୍ଭାର, କେଦାର ପଣ୍ଡା, ଭଗବାନ ସରବୁ, ଅର୍ଜୁନ ନାୟକ ପ୍ରମୁଖ ଉପସ୍ଥିତ ରହି ସଂକୀର୍ତ୍ତନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.