ମାଲକାନାଗିରି ତା:- ୦୪/୦୮: ଜିଲ୍ଳା ବିଜେଡିର ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ମାଲକାନଗିରି ପୌରାଧ୍ୟକ୍ଷ ମନୋଜ କୁମାର ବାରିକ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଗୌରି ପଡିଆମି, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରି ଖିଲ, କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି, କାଲିମେଳା ବ୍ଲକ ସଭାପତି ସରତ ବିଶ୍ୱାଳ, କାଲିମେଳା ଜୋନ ୩ ସଭାପତି ସୁବ୍ରତ ସିଲ, ସରପଞ୍ଚ ସଂଘ ସଭାପତି ଶ୍ରୀନିବାସ ମୁଦୁଲି, ଜ଼ିଲ୍ଲା ପରିଷଦ ସଭ୍ୟା ମାଥିଲି ୨ ଶସ୍ମିତା ମାଝୀ, ଶିଖପଲ୍ଲୀ ଜୋନ ସଂଯୋଯକ ପ୍ରଫୁଲ ପଣ୍ଡା, ଜୋନ ସଂଯୋଯକ ମାଥିଲି ୩ ସର୍ବ କୁମାର ବିଶୋଇ, ସାଂସଦ ପ୍ରତିନିଧି କାଲିମେଳା ଇ ଭେଙ୍କଟ ରାଓ, ସାଂସଦ ପ୍ରତିନିଧି କୋରୁକୋଣ୍ଡା ମଦନ ଖସଲା, ସାଂସଦ ପ୍ରତିନିଧି ଖଇରିପୁଟ ଜଗନ୍ନାଥ ମାଝୀ,ଜୋନ ସଂଯୋଯକ ପଦ୍ମଗିରି ଗୋପି ପାଙ୍ଗି, ବାଲିମେଳା ନଗର ସଭାପତି ତଥା ମାଲକାନଗିରି ପୌର ପରିଷଦ ସଂଯୋଯକ ମଙ୍ଗଳା ପାଙ୍ଗି, କାଲିମେଳା ପଞ୍ଚାୟତ ସଭାପତି ସୁଜୟ କୁମାର ମିସ୍ତ୍ରୀ, କାଲିମେଳା ସରପଞ୍ଚ ପୃଥିବି ରାଜ ମାଝୀ, ଦୀପକ ମିର୍ଧା, ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ଜ଼ିଲ୍ଲା ଯୁବ ଉପସଭାପତି କଣ୍ଟେଶ୍ୱର ପଟଲା, ଜ଼ିଲ୍ଲା ଯୁବ ସମ୍ପାଦକ ବସନ୍ତ ନାୟକ, ଉମା ସଙ୍କର ନାୟକ, ଅଖିଲ ମଣ୍ଡଳ, ସଂଜୀବ ଦୋରା ଅଧ୍ୟକ୍ଷ ପ୍ରାର୍ଥୀ ବାଲିମେଳା ଏନ.ଏ.ସି, ସୋମନାଥ ବାର୍ଷେ ପୁର୍ବତନ ସରପଞ୍ଚ ତଥା ପୁର୍ବତନ ଜୋନ ସଂଯୋଯକ, ତ୍ରିଲୋଚନ ଚୌଧାରୀ, ସଂଜୀବ ପଣ୍ଡା ଏମାନଙ୍କ ସମେତ ମୋଟ ୧୦୦ ଜଣ କର୍ମୀ ଆଜି ସନ୍ଧରେ ରାଜଧାନୀ ଭୁବନଶ୍ବର ଅଭିମୁଖେ ବାହାରିଛନ୍ତି। ଆସନ୍ତାକାଲି ଏମାନେ ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ରାଜ୍ୟ ବିଜେଡି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ଭେଟି ଜିଲ୍ଲାର ସାଂଗଠାନିକ କାର୍ଯ୍ୟକଲାପ ଉପାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ୨୦୨୪ ମସିହାରେ ହେବାକୁ ଥିବା ନିର୍ବାଚନରେ ଜିଲ୍ଳାର ଦୁଇଟି ଆସନରେ କିଭଳି ବିଜେଡିର ପ୍ରାର୍ଥୀ ଜୟଯୁକ୍ତ ହେବେ ତା ଉପରେ ଗୁରୁମନ୍ତ୍ର ନେଇ ଫେରିବା କାର୍ଯ୍ୟକ୍ରମ ରହିଛି ।
Sign in
Sign in
Recover your password.
A password will be e-mailed to you.