କୋଟପାଡ଼ ଥାନା ଅଧିକାରୀ ଭାବେ ସଚିନ୍ଦ୍ର ପ୍ରଧାନଙ୍କ ଯୋଗଦାନ

କୋଟପାଡ଼: କୋରାପୁଟ ଜିଲ୍ଲା କୋଟପାଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବେ ସାଚିନ୍ଦ୍ର ପ୍ରଧାନ ଆଜି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ କଳାହାଣ୍ଡିର ମଦନ ରାମପୁରରେ କାର୍ଯ୍ୟରତ ଥିଲେ ଏବଂ ସେଠାରେ ସେ ନିଜର କାର୍ଯ୍ୟ ଦକ୍ଷତା ପ୍ରତପାଦିତ କରିଥିବାର ଜଣାପଡିଛି । ସେ ପ୍ରଗତିବାଦୀ ପ୍ରତିନିଧିଙ୍କ ସହ କଥାବାର୍ତ୍ତାରେ ସହରରେ ଟ୍ରାଫିକ ସମସ୍ୟା, ଚୋରି, ଡକାୟତ ଉପରେ ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି । ଏଠାରେ ଥିବା ଥାନା ଅଧିକାରୀ ଶେଷଦେବ ବେହେରା କଳାହାଣ୍ଡି ଜିଲ୍ଲାକୁ ବଦଳି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.