ଜିଲାପାଳଙ୍କ ବ୍ଲକ ସମୀକ୍ଷା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ

ଚିତ୍ରକୋଣ୍ଡା: ଆଜି ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ଚିତ୍ରକୋଣ୍ଡା ବ୍ଲକ ଗ୍ରସ୍ତ କରିବା ସହିତ ବ୍ଲକର ବିଡ଼ିଓ ତନ୍ମୟ ପାତ୍ର ଓ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲଙ୍କ ଉପସ୍ଥିତିରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଚିତ୍ରକୋଣ୍ଡା ବ୍ଲକ ସଭାଗୃହରେ ଏକ ଜରୁରୀ ବୈଠକ କରି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଝିବା ସହିତ ତଦାରଖ କରିଥିଲେ l ଚିତ୍ରକୋଣ୍ଡା ବ୍ଲକ ସମସ୍ତ କର୍ମଚାରୀ ମାନଙ୍କୁ ଟାର୍ଗେଟର ସହ କାମ କରିବାକୁ କହିଥିଲେ l ଜଳ ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ଦେଇଥିଲେ ଏଥି ସହିତ ଚିତ୍ରକୋଣ୍ଡା ବ୍ଲକ ସମସ୍ୟା ଜେଇ ତେବେ ଚିତ୍ରକୋଣ୍ଡା ଭଲ ଜେଇ ଦେବାକୁ କୁହାଯାଇଥିଲା l ଏଥି ସହିତ ଉଦ୍ୟାନ କୃଷି ବିଭାଗର ଚିତ୍ରକୋଣ୍ଡା ନିକଟସ୍ଥ ରାଜଲକୋଣ୍ଡା ଠାରେ ଥିବା ବଡ଼ଫାର୍ମ ବୁଲି ପରିଦର୍ଶନ କରି ବିଭିନ୍ନ ପରାମର୍ଶ ଦେବା ସହିତ ଜୈବ୍ୟ ବିବିଧତା କେନ୍ଦ୍ର କାର୍ଯ୍ୟ ଆରମ୍ଭ ନେଇ ସମୀକ୍ଷା କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ l

Leave A Reply

Your email address will not be published.