xmas

ବଡ଼ଚଣା ବିଧାୟକଙ୍କୁ ସମ୍ବର୍ଦ୍ଧନା, ବାଜା ବାଣ ପ୍ରସେଶନରେ କମ୍ପିଲା ଗାଁ ଦାଣ୍ଡ

ବଡ଼ଚଣା: ବଡ଼ଚଣା ବିଧାୟକଙ୍କୁ ସମ୍ବର୍ଦ୍ଧନା । ବାଜା ବାଣ ପ୍ରସେଶନରେ କମ୍ପିଲା ଗାଁ ଦାଣ୍ଡ । ଏମିତିକି ଏହି ସଭାରେ ସାମିଲ ହୋଇଥିଲେ ପଞ୍ଚାୟତର କର୍ମକର୍ତ୍ତା । ନୂଆ କରି ନିର୍ବାଚିତ ହୋଇଥିବା ବଡ଼ଚଣା ବ୍ଲକର ବିଧାୟକ ଅମର ନାୟକଙ୍କୁ ଧାନମଣ୍ଡଳ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା ।

ଏହି ସମ୍ୱର୍ଦ୍ଧନା ଶୋଭାଯାତ୍ରା ସାଇ ବାବା ମନ୍ଦିର ପୂଜା କରି, ଧାନମଣ୍ଡଳ ପଞ୍ଚାୟତର ବିଜେପି କର୍ମୀମାନେ ବିଧାୟକଙ୍କୁ ମଟର ସାଇକେଲ ରାଲି କରି ବାଜା ବାଣ ସହ ପ୍ରସେଶନ କରି ବୁଲାଇ ଥିଲେ କର୍ମୀ । ଶୁଭେଛୁଙ୍କ ଶହ ଅନେକ ସଂସ୍ଥା ସମ୍ବର୍ଦ୍ଧନା ଦେଇଥିଲେ ।

Leave A Reply

Your email address will not be published.