ମାଲକାନଗିରି: ମାଲକାନଗିରି ବ୍ଲକରେ ଆଜି ତପନ କୁମାର ସେନାପତି ନୂତନ ବିଡ଼ିଓ ଭାବରେ ଯୋଗଦାନ କରିଛନ୍ତି। ବ୍ଲକର ସମସ୍ତ କର୍ମଚାରୀ କନିଷ୍ଠ ଯନ୍ତ୍ରୀ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଭିଜିତ ସେଠୀ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ସେନାପତି ପୂର୍ବରୁ ତିର୍ତ୍ତୋଲ ବ୍ଲକରେ ବିଡ଼ିଓ ଭାବରେ, ଆଳିରେ ତହସିଲଦାର ଭାବରେ କାର୍ଯ୍ୟ ଦାୟିତ୍ଵରେ ରହି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରିଛନ୍ତି । ଜଣେ ସ୍ୱଚ୍ଚ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ତଥା ଦକ୍ଷ ପ୍ରସାଶନିକ ଅଧିକାରୀ ଭାବରେ ତାଙ୍କର ସୁନାମ ରହିଛି। ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା କିପରି ପ୍ରକୃତ ହିତାଧିକାରୀ ପାଇବେ ସେ ଉପରେ ଗୁରୁତ୍ଵ ଦେବେ ବୋଲି ଶ୍ରୀ ସେନାପତି ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.