ଶିକ୍ଷା ଅଧିକାର ସମ୍ପର୍କିତ ସଚେତନତା

ଫୁଲବାଣୀ -୧୦/୦୮ ବୁଧବାର ତୁଡିପାଜୁ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ‌ଅନୁଶିଳା ରାଏ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜୁଭେନାଇଲ ଜଷ୍ଟିସ ଆକ୍ଟ, ଓ ଶିକ୍ଷା ଅଧିକାର ଉପରେ ବିଷଦ ଭାବେ ଆଲୋକପାତ କରିଥିଲେl ସେହିପରି ନନ୍ଦିତା ‌ମାଡାମ ମଧ୍ୟ ‌ଆଇନ କାନୁନ ବିଷୟରେ ‌ଛାତ୍ର ଛାତ୍ରୀ ମାନଙ୍କୁ ‌ବୁଝାଇଥିଲେ l ଅଶୋକ ପ୍ରଧାନ ସଭା ପରିଚାଳନା କରିଥିଲେ l ବିଦ୍ୟାଳୟର ସହକାରି ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ ‌କରିଥିଲେl

Leave A Reply

Your email address will not be published.