xmas

ଅମୃତ ମହୋତ୍ସବ ଅବସରରେ ଗୌରବ ଯାତ୍ରା

ଚିତ୍ରକୋଣ୍ଡା ବ୍ଲକ ସୋଦର ଗ୍ରାମ ପଞ୍ଚାୟତ ସ୍ଥିତ ଗ୍ରାମ ଗୁଡିକରେ ସ୍ୱାଧୀନତାର ପଞ୍ଚସ୍ତରୀ ତମ ଅମ୍ରୃତ ମହୋତ୍ସବ ପାଳନ ଅବସରରେ ଗୈାରବ ଯାତ୍ରା ସମାପ୍ତି ପରର ଏକଶୂଭ ମୂହୁର୍ତ୍ତ ରେ ( ବାମରୁ) ମାଲକାନଗିରି ଜିଲ୍ଲା କଙ୍ଗ୍ରେଶ କମିଟି ଅନୁସୂଚିତ ଜାତି ବିଭାଗ ସଭାପତି ଶ୍ରୀମାନ ଧନୁର୍ଜୟ ହନ୍ତାଳ , ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଭୂଜବଳ ମାଝୀ , ମାଲକାନଗିରି ଜିଲ୍ଲା କଙ୍ଗ୍ରେଶ ସଭାପତି ଶ୍ରୀମାନ ଗୋବିନ୍ଦ ପାତ୍ର , ଚିତ୍ରକୋଣ୍ଡା ବ୍ଲକ କଙ୍ଗ୍ରେସ ସଭାପତି ଶ୍ରୀମାନ ବିଦେଶୀ ଗୋଉଡ , ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଈସାକ ଖୋସଲା, ଅନୁସୂଚିତ ଜାତି ବିଭାଗ ପୂର୍ବତନ ଜିଲ୍ଲା ସଭାପତି ପର୍ଶୁରାମ ଭକ୍ତ, କୋରୁକୋଣ୍ଡା ବ୍ଳକ ଉପ ସଭାପତି ଶ୍ରୀମାନ ମଣ୍ଡଳ ପ୍ରମୁଖଙ୍କ ଉପସ୍ଥିତି ।

Leave A Reply

Your email address will not be published.