ପ୍ରବଳ ବର୍ଷାରେ କୋଟପାଡ଼ ସହର ଅନ୍ଧାର

କୋଟପାଡ଼- ଗତକାଲି ଠାରୁ ମୁଷଳ ଧାରାରେ ବର୍ଷା କୋଟପାଡ଼ ସହରକୁ ବ୍ୟତିବ୍ୟସ୍ତ କରିଦେଇଛି। ଆଜି କୋଟପାଡ଼ ସହରକୁ ଲାଗିଥିବା ବଣିଆ ଗ୍ରାମ ନିକଟରେ ଇଲେକ୍ଟ୍ରିକାଲ ଖୁଣ୍ଟ ଗୁଡ଼ିକ ବର୍ଷା ରେ ପଡ଼ିଯିବା ଫଳରେ ସକାଳ ଠାରୁ ବିଦ୍ୟୁତ ବିଭାଗର କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି ବିଦ୍ୟୁତ୍ ଯୋଗାଇଦେବା ପାଇଁ ବର୍ଷାରେ ଲାଗିପଡିଛନ୍ତି ବର୍ତ୍ତମାନ ମଧ୍ୟ ସେମାନଙ୍କର କାମ ଚାଲୁରହିଛି।

Leave A Reply

Your email address will not be published.