ଆଜି ଖୋର୍ଦ୍ଧା ଜିଲ୍ଲା ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂ ଏବଂ ଉପାଦକ୍ଷ ଗୋପୀନାଥ ମହାରଣା 5t ସଚିବ ଭି .କେ ପାଣ୍ଡିଆନ୍ ଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରି ନିଜର କୃତଜ୍ଞତା ଜ୍ଞାପନ କରିବା ସହିତ, ଖୋର୍ଦ୍ଧା ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ, ପଞ୍ଚାୟତ, ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ,,

Leave A Reply

Your email address will not be published.