xmas

୧୯୫୨ରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହିସାବ ।

ପୁରୀ ରତ୍ନ ଭଣ୍ଡାରରେ ୧୯୫୨ରେ ରତ୍ନ ଅଳଙ୍କାର (ଭିତର ଭଣ୍ଡାରରେ )
-୧୦ ଭରିର ବେଣ୍ଟର ଜଉ ସହ ଚାମର ବେଣ୍ଟ
-ରୂପା ଭଉଁରୀ ସହ କାଚ କଣ୍ଠି ଓ ମୁକ୍ତା
-୭ ଭରିର ୩ଟି ପଦକ
-୩୪ ଭରିର ୧ଟି ତାଟିଆ
-୬୧ ଭରିର ୧ଟି ଲୋଟା
-୧ ଭରିର ଗୋଟିଏ ପଦକ ଓ ସୂତା ସହ ସୋରିଷିଆ ମାଳି
-୪୦ ଭରିର ରତ୍ନ ଖଞ୍ଜା ଓ ସୁନା ଶିକୁଳିରେ ଗୁନ୍ଥା ବାଘ ନଖ
-୨ଭରିର ଗୋଟିଏ ପଦକ ସୂତା ସହ ସୋରିଷିଆ ମାଳି
-୧୪ଟି ତାବିଜ ସହ ତାବିଜ ମାଳି
-୫ ଭରିର ୬ଟି ଚଉଖୁଣ୍ଟିଆ ପଦକ
-୧୪ ଭରିର ୮୦ଟି ଚମ୍ପାକଢି ସୂତା ସହ ଗୋଟିଏ ଚମ୍ପାକଢି ମାଳି
-୨ ଭରିର ସୁନା ଶିକୁଳିରେ ଗୁନ୍ଥା ଗୋଟିଏ ଛେଚା କଣ୍ଠି
-୧୧ଭରିର ଝିକା ସହ କାରୁଆ ଫୁଲ
-୧୦ ଭରିର ୩ଟି କଣ୍ଠି ସହ ପୋହଳା ମାଳି
-୧୧୦ଭରିର ସୁନା କଳସ ସହ ଛତି
-୧୩ ଭରିର ୭୪ଟି ଅଅଁଳା ମଞ୍ଜି କଣ୍ଠି
-୯ ଭରି ଓଜନର ଗୋଟିଏ ମାଧବଙ୍କ ରୂପା ଚକ୍ର
-୮୨ଭରିର ୨ଟି ରୂପା ଶର
-୩ଭରିର ୨ଟି ରୂପା କଳସ ଓ କଞ୍ଚି କାଠି
-ଶ୍ରୀମଦନ ମୋହନଙ୍କ ୧୬ ଭରିର ଗହଣା
-ଶ୍ରୀମଦନ ମୋହନଙ୍କ ୧ଟି କମର ପଟି
– ଶ୍ରୀମଦନ ମୋହନଙ୍କ ୧ଟି ସୋରିଷିଆ ମାଳି
– ଶ୍ରୀମଦନ ମୋହନଙ୍କ ୧ଟି ଧାନୁଆ ମାଳି
– ଶ୍ରୀମଦନ ମୋହନଙ୍କ ୨ଟି ମୋଡା ଖଡ଼ୁ
– ଶ୍ରୀମଦନ ମୋହନଙ୍କ ୨ଟି ଘୁଙ୍ଗୁର ସହ ନୂପୁର
– ଶ୍ରୀମଦନ ମୋହନଙ୍କ ୧ଟି ଚନ୍ଦ୍ରଝୁମ୍ପି

ରତ୍ନ ଭଣ୍ଡାରର ସମୁଦାୟ ୧ହଜାର ୮୧୯ ଭରି ୬ ଅଣା ସୁନା ଗହଣା
-୧୮ ଭରିର ଝାଲର ସହ ଗୋଟିଏ ଛତି
-୨୦ ଭରିର ୨ଟି ମୟୁରଝୁଲା ବେଂଟଣ୍ଟ
-୫୭ ଭରିର ଗୋଟିଏ ନାଲୁଅ
-୬୨ ଭରିର ୩ଟି ନାଲୁଅ ଣ୍ଟ
-୬୨ ଭରିର ତିନୋଟି ଚାମର ବେଂଟଣ୍ଟ
-୨୭ ଭରିର ଗୋଟିଏ ମସାଲ
-୪ ଭରିର ଗୋଟିଏ ଚୂଳ କିରୀଟ
-୮ଭରିର ଗୋଟିଏ ଫୁଲ ଗିନା
-୮ଭରିର ଗୋଟିଏ ମସାଲ ଡିବି
-୬ ଭରିର ଗୋଟିଏ ପାନ୍ତ୍ରି

ରୂପା ପତ୍ରରେ ଛାଉଣୀ ଚୂଲି ମିଶାଇ ମୋଟ ୧୬, ୬୬୭ ଭରି ୮ଅଣା ଗହଣା

-୫୫ଭରିର ହରିଡା ସହ କଦମ୍ବ ସୁନା ମାଳି
-୫୧ଭରିର ଗୋଟିଏ ସୁନା ତାରରେ ଗୁନ୍ଥା ସୁନା ତାବିଜ ମାଳି
-୩୬ ଭରିର ସୁନା ତାବିଜ ମାଳି
-୪୩ ଭରିର ସୁନା ତାରରେ ଗୁନ୍ଥା ତାବିଜ ସହ ସୁନା ତାବିଜ ମାଳି
-୩ ଭରିର ଚମ୍ପା କଢି ସହ ଚମ୍ପା କଢିଆ ମାଳି
-୧୨ ଭରିର ସୂତା ପଦକ ସହ ପଦକ ମାଳି
-୩ ଭରିର ଡେଉଁରିଆ ସହ ମୋହନ ଲୀଳା ମାଳି
-୧୨ ଭରିର ଧାନୁଆ ସୂତା ସହ ଗୋଟିଏ ଧାନୁଆ ମାଳି
-୮ ଭରିର ଗୋଟିଏ ପୂଜା ମାଳି
-୧୦୬ ଭରିର ଛୋଟ ବଡ଼ ସହ ୬ଟି ପଦକ
-୬୩ ଭରିର ୩ ଟି ଚନ୍ଦ୍ରହାର ମାଳି
-୧୩ ଭରିର ସୁନା କଣ୍ଠି ସହ ଗୋଟିଏ ଅଅଁଳା ମଞ୍ଜିଆ ଛୋଟ କଣ୍ଠି
-୧୬ ଭରିର ସୂତା ସହ ଗୋଟିଏ ଜାମୁ କୋଳିଆ ମାଳି
-୨୭ ଭରିର ୩ଟି ଜୟମଙ୍ଗଳ
– ୮୫ ଭରିର ଗୋଟିଏ ପଦ୍ମ ମାଳି
-୯୦ ଭରିର ରଙ୍ଗ ମଖମଲରେ ଗୁଡ଼ାହୋଇଥିବା ଗୋଟିଏ ପଦ୍ମ ମାଳି
-୧୨ ଭରିର ସୂତା ସହ ପଦକରେ ଗୋଟିଏ ପଦକ ମାଳି
-୩ ଭରିର ଜଉ ସହ ଗୋଟିଏ ଦୂବ
-୫୬ ଭରିର କୁରୁଜାତକ ସୂତା ସହ ଗୋଟିଏ ସୁନା କୁରୁଜାତକ ମାଳି
-୨୪ ଭରିର ପୋହଳା ସହ ସୂତାରେ ଗୁନ୍ଥା ସୁନା ବଉଳ କୋଳିଆ ମାଳି
-୬୩ ଭରିର ହରିଡା ପିହାଣିଆ କଣ୍ଠି ସୂତା ସହ ଗୋଟିଏ ହରିଡ଼ା ମାଳି

Leave A Reply

Your email address will not be published.