ଟେମ୍ପରାରି କଲୋନୀ ସ୍କୁଲରେ ଗଣେଷ ପୂଜା

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ଟେମ୍ପରାରି କଲୋନୀ ସ୍କୁଲରେ ଗଣେଷ ପୂଜା ଅନୁଷ୍ଠିତ ହୋଇଛି l ଏହି ପୂଜାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଅନାଥ ପିଲାମାନଙ୍କୁ ଖୋଡି ଛୁଆଇଥିଲେ ଓ ଅନାଥ ପିଲାଙ୍କୁ ପୋଷାକ ବିତରଣ କରିଥିଲେ l ଏଠାରେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେଠି ଓ ବ୍ଲକ ଶିକ୍ଷାଧିକାରୀ ଶୁ ଶ୍ରୀ ଗାୟତ୍ରୀ ଦେବୀ, ସ୍କୁଲ ଷ୍ଟାଫ ସମସ୍ତେ ଆୟୋଜନ କରିଥିଲେ l ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ ଯୋଗଦେଇ ଥିଲେ l

Leave A Reply

Your email address will not be published.